Datasets

Dataset

indic_glue

by ai4bharat

Dataset Card for "indicglue" Dataset Summary IndicGLUE is a natural language understanding benchmark for Indian languages. It contains a wide variety of tasks and covers 11 major Indian languages - as, bn, gu, hi, kn, ml, mr, or, pa, ta, te.

No licensetext-classification 2389 15100K < n < 1M rows

published 2 Mar 2022

Preview

First 5 rows of csqa.or / test, from the Hugging Face dataset viewer.

questionanswercategorytitleoptionsout_of_context_options
ଏହା <MASK> କୂଳରେ, ବାଙ୍କୀର ବିପରୀତ ଦିଗରେ ପାଖାପାଖି ୧୪୧ ହେକ୍ଟର ଜମିରେ ବ୍ୟାପିଅଛି । ବାଙ୍କୀରେ ଅବସ୍ଥିତ ଏହି ହ୍ରଦ କଟକ ସହର ଠାରୁ ୭୦ କି.ମି. ଦୂରରେ ଅବସ୍ଥିତ ଯାହା ଶୀତଦିନରେ ବହିରାଗତ ଚଢ଼େଇମାନଙ୍କ ପାଇଁ ଏକ ବାସସ୍ଥାନ ଭଳି କାମକରିଥାଏ । ସରଣ୍ଡା ପାହାଡ଼ ପାଖରେ ଏହା ବାଉଁଶ ବଣ ଓ ଆମ୍ବ ତୋଟା ଭିତରେ ରହିଅଛି । ଅଂଶୁପା ହ୍ରଦରେ ନୌକା ଚାଳନା ଓ ମାଛଧର…ମହାନଦୀLOCଅଂଶୁପା ହ୍ରଦ["Kannur","ମହାନଦୀ","ବାଙ୍କୀ","କଟକ"]["Kannur"]
ଅଇଘରା ବା ଅଇଘରା ପୁନେଇଁ ଏକ ପାରମ୍ପାରିକ ଓଡ଼ିଆ ଗଣପର୍ବ । ଏହି ଦିନ ଅଗ୍ନିଦେବଙ୍କର ପୂଜା ଉତ୍ସବ ପାଳିତ ହୋଇଥାଏ । <MASK> ସମେତ ଭାରତର ଅନେକ ରାଜ୍ୟରେ ଏହି ଉତ୍ସବ ଅଲଗା ଅଲଗା ଢଙ୍ଗରେ ପାଳନ କରାଯାଇଥାଏ । ଏଥିରେ ଗାଁ ମୁଣ୍ଡରେ ଏକ ଉନ୍ମୁକ୍ତ ପ୍ରାଙ୍ଗଣରେ ବାଉଁଶ ଅଗି ସ୍ଥାପନ କରାଯାଇ ସେଥିରେ ନଡ଼ା କୁଟାରେ ଛପର କରାଯାଇ ଅଗ୍ନି ଦେବଙ୍କୁ ସ୍ଥାପନ କରାଯାଏ । …ଓଡ଼ିଶାORGଅଇଘରା["ମହାରାଷ୍ଟ୍ର","ଓଡ଼ିଶା","ପଶ୍ଚିମବଙ୍ଗ","ତାମିଲନାଡୁ"][]
ଜାତି (species)ପ୍ରଜାତି(variety) – ଏହାର ଅନ୍ୟ ଏକ ଜାତି ରାଜପାଠା ( Cyclia arnotii Miers ) ନାମରେ ପରିଚିତ । Stephania glabra Miers ,Stephania japonica Miers ନାମକ ବୃକ୍ଷ ମଧ୍ୟ ରାଜପାଠା ନାମରେ ପରିଚିତ । ରାଜପାଠାର ପତ୍ର ବଡ ବଡ ହୋଇଥାଏ ତଥା କନ୍ଦ ଖୁବ ବଡ ହୋଇଥାଏ l ଏସ.ଜାପୋନିକା(S.japonica)ର ଦୁଇଟି ପ୍ରଜାତି <MASK>ରେ ମିଳିଥାଏ -୧.…ଭାରତବର୍ଷORGଅକାନବିନ୍ଧି["ଓଡ଼ିଶା","ଭାରତବର୍ଷ","ଆସାମ","ପଶ୍ଚିମବଙ୍ଗ"][]
ଦୁଇ ପ୍ରକାର ଅଙ୍କୁଶକୃମି ସାଧାରଣତଃ ମନୁଷ୍ୟ ଦେହରେ ଦେଖାଯାଆନ୍ତି, ଯଥା:- ଆଙ୍କିଲୋସ୍ଟୋମା ଡୁଓଡେନେଲ (Ancylostoma duodenale) ପ ନେକାଟର ଆମେରିକାନ୍‌ସ (Necator americanus) ।ପ୍ରଥମଟି ମଧ୍ୟପ୍ରାଚ୍ୟ, ଉତ୍ତର ଆଫ୍ରିକା, <MASK> ଓ ଦ୍ୱିତୀୟଟି ଯୁକ୍ତରାଷ୍ଟ୍ର ଆମେରିକା, ଦକ୍ଷିଣପୂର୍ବ ଏସିଆ, ଚୀନ ଓ ଇଣ୍ଡୋନେସିଆରେ ଦେଖାଯାଆନ୍ତି । ଅଙ୍କୁଶ କୃମିର ଅଣ୍ଡ…ଭାରତORGଅଙ୍କୁଶକୃମି["ଚୀନ","ଇଣ୍ଡୋନେସିଆ","ଏକ୍ଵାଡୋର","ଭାରତ"]["ଏକ୍ଵାଡୋର"]
<MASK>ରେ ରହିଛି 'ଅଚିନ୍ତା ପହଣ୍ଡ' । ବଡ଼ ଦେଉଳର ରୋଷେଇଘରୁ ଅମୁଣିଆ ସେବକମାନେ ଛେକ (ଭୋଗ କୁଡିଆ ଭାର) ଧରି ଗର୍ଭଗୃହକୁ ଯାଆନ୍ତି । ରାସ୍ତାରେ କାଳେ କିଏ ଛୁଇଁ ଦେଲେ ଛେକ ମରାହୋଇଯିବ,ସେଥିପାଇଁ ରୋଷଘରୁ ଗର୍ଭଗୃହ ପାଖକୁ ଏକ ସ୍ୱତନ୍ତ୍ର ରାସ୍ତା ରହିଛି । ଯେଉଁ ରାସ୍ତାରେ ଛେକ ଗଲେ କେହିଚୂନିବାର ଭୟ ନଥିବ ବା କେହି ସାମ୍ନା ହେବାର ସମ୍ଭାବନା ନଥିବ । ଶ୍ରୀମନ…ଶ୍ରୀମନ୍ଦିରLOCଅଚିନ୍ତା ପହଣ୍ଡ["କାକଟପୁର","ପୁରୀ","ଶ୍ରୀମନ୍ଦିର","କେନ୍ଦୁଝର"][]

Cite this

No licensetabulartextCite

Tags

task_categories:text-classificationtask_categories:token-classificationtask_categories:multiple-choicetask_ids:topic-classificationtask_ids:natural-language-inferencetask_ids:sentiment-analysistask_ids:semantic-similarity-scoringtask_ids:named-entity-recognitiontask_ids:multiple-choice-qaannotations_creators:otherlanguage_creators:foundmultilinguality:multilingualsource_datasets:extended|otherlanguage:aslanguage:bnlanguage:enlanguage:gulanguage:hilanguage:knlanguage:mllanguage:mrlanguage:orlanguage:palanguage:talanguage:telicense:othersize_categories:100K<n<1Mformat:parquetmodality:tabularmodality:textlibrary:datasetslibrary:pandaslibrary:mlcroissantlibrary:polarsregion:usdiscourse-mode-classificationparaphrase-identificationcross-lingual-similarityheadline-classification