Datasets

Dataset

Reasoning_OD

by OdiaGenAIdata

The following dataset has been translated from an English reasoning dataset to Odia language to fine-tune and create a Odia reasoning mmodel.

No licensequestion-answering 19 0n < 1K rows

published 26 Jun 2025

Listed inAwesome-Odia-AI

Preview

First 5 rows of default / train, from the Hugging Face dataset viewer.

_idQuestionAnswerExplanationType Of QuestionDifficulty Score
ODR_0000ଶୂନ୍ୟସ୍ଥାନ ପୂରଣ କର। (i) 3x + 2x = (3 + ________)x = ________5x(i) 3x + 2x = (3 + 2)x = 5xQuantitative Reasoning
ODR_00015x + 7x = (________ + 7)x = ________12x5x + 7x = (5 + 7)x = 12xQuantitative Reasoning
ODR_0002-8 ର ଯୋଗାତ୍ମକ ବିଲୋମୀ ହେଉଛି ( ) ।8ସମାଧାନ: 8Quantitative Reasoning
ODR_0003ଗୋଟିଏ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ଗୋଟିଏ ପ୍ରଶ୍ନର ଠିକ୍ ଉତ୍ତର ଲାଗି +1 ନମ୍ବର ଓ ଭୁଲ ଉତ୍ତର ଲାଗି -1 ନମ୍ବର ଦିଆଯାଏ । ପ୍ରତ୍ୟେକ ପ୍ରତିଯୋଗୀକୁ ଚାରୋଟି ପାଳିରେ ପ୍ରଶ୍ନ ପଚରାଯାଏ ଓ ପ୍ରତିପାଳିରେ 25 ଟି ପ୍ରଶ୍ନ ପଚରାଯାଏ ମନିଷାକୁ ଚାରୋଟି ପାଳିରେ ପଚରାଯାଇଥିବା ପ୍ରଶ୍ନ ଲାଗି ସେ ପାଇଥିବା ନମ୍ବରଗୁଡ଼ିକ ହେଲା 7, -3, 5 ଓ -5 । ତେବେ ସେ ମୋଟ କେତେ …ମନିଷା ମୋଟ 4 ନମ୍ବର ପାଇଲା ।ମନିଷା ଚାରୋଟି ପାଳିରେ ପାଇଥିବା ନମ୍ବରଗୁଡ଼ିକ ହେଲା : 7, -3, 5 ଓ -5 ମନିଷା ମୋଟ ନମ୍ବର ପାଇଲା = 7 + (-3) + 5 + (-5) = 4 ∴ ମନିଷା ମୋଟ 4 ନମ୍ବର ପାଇଲା ।Quantitative Reasoning
ODR_0004ଏକ ସମୟରେ ଗୋଟିଏ ଉଡ଼ାଜାହାଜ ସମୁଦ୍ରପତ୍ତନଠାରୁ 5000 ମି. ଉପରେ ଉଡ଼ୁଥ‌ିବା ବେଳେ ଏକ ବୁଡ଼ାଜାହାଜ ସମୁଦ୍ର ପତ୍ତନ ଠାରୁ 1500 ମି. ଗଭୀରତାରେ ଗତି କରୁଥିଲା ତେବେ ସେହି ସମୟରେ ଉକ୍ତ ଜାହାଜ ଦୁଇଟି ମଧ୍ୟରେ ଦୂରତା କେତେ?ସେହି ସମୟରେ ଉକ୍ତ ଜାହାଜ ଦୁଇଟି ମଧ୍ୟରେ ଦୂରତା 6500 ମି.ଏକ ଉଡ଼ାଜାହାଜ ସମୁଦ୍ରପତ୍ତନଠାରୁ 5000 ମି. ଉପରେ ଉଡୁଥିଲା ଏବଂ ସେହି ସମୟରେ ଏକ ଚୁଡ଼ା ଜାହାଜ ସମୁଦ୍ରପତ୍ତନଠାରୁ 1500 ମି. ଗଭୀରତାରେ ଗତି କରୁଥିଲା । ଜାହାଜଦ୍ଵୟ ମଧ୍ଯରେ ଦୂରତା = 5000 ମି. + 1500 ମି. = 6500 ମି. ∴ ସେହି ସମୟରେ ଉକ୍ତ ଜାହାଜ ଦୁଇଟି ମଧ୍ୟରେ ଦୂରତା 6500 ମି.Quantitative Reasoning

Cite this

No licensetextCite

Tags

task_categories:question-answeringlanguage:orsize_categories:n<1Kformat:csvmodality:textlibrary:datasetslibrary:pandaslibrary:mlcroissantlibrary:polarsregion:usreasoningodiaindic