Datasets

Dataset

fiNERweb

by whoisjones

fiNERweb Dataset Description fiNERweb is a multilingual named entity recognition dataset containing annotated text in multiple languages.

MITtoken-classification 992 91M < n < 10M rows

published 23 Apr 2025

Preview

First 5 rows of ory / train, from the Hugging Face dataset viewer.

idtextchar_spans
ory_834-s0ଭୁବନେଶ୍ୱର: ସେଂଟର ଫର ହାଇ ଟେକ୍ନୋଲଜି (ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ଏକ ଉପଗ୍ରହିକ ଅନୁଷ୍ଠାନ) ଏବଂ ଭାରତୀୟ ତୈଳ ନିଗମର ମିଳିତ ସହଭାଗିତାରେ ୨୨ତମ ରିଫାଇନିଂ ଏବଂ ପେଟ୍ରୋକେମିକାଲ୍ସ ଶିଳ୍ପ ଆଧାରିତ ବୈଷୟିକ ବୈଠକ ଭୁବନେଶ୍ୱରଠାରେ ଚଳିତ ମାସ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି ।[{"start":0,"end":9,"label":"location / city"},{"start":11,"end":33,"label":"organization"},{"start":35,"end":74,"label":"organization / government ministry"},{"start":102,"end":117,"label":"organization / company"},{"start":136,"end":175,"label":"industrial sector"},{"start":195,"end":204,"label":…
ory_834-s1ଉକ୍ତ ବୈଠକକୁ ଭାରତ ସରକାରଙ୍କର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଦକ୍ଷତା ଓ ଉଦ୍ୟମିତା ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଉଦ୍ଘାଟନ କରିବେ ।[{"start":12,"end":22,"label":"government"},{"start":27,"end":37,"label":"industry"},{"start":92,"end":119,"label":"person"}]
ory_834-s2ନୂତନ ଭାରତ ପାଇଁ ଏକ ସମୃଦ୍ଧିଶାଳୀ ପୂର୍ବ ନିମନ୍ତେ ନୂତନ ବ୍ୟବସାୟିକ ସୁଯୋଗ ସୃଷ୍ଟି କରିିବା ପାଇଁ ଭାରତ ସରକାର “ ଲୁକ୍ ଇଷ୍ଟ ନୀତି ” ଏବଂ “ ପୂର୍ବୋଦୟ ” ନୀତି ଗ୍ରହଣ କରିଛନ୍ତି ।[{"start":5,"end":9,"label":"location"},{"start":84,"end":94,"label":"government"},{"start":97,"end":111,"label":"policy"},{"start":120,"end":128,"label":"policy"}]
ory_834-s3ଓଡ଼ିଶାକୁ ପୂର୍ବ ଭାରତର ପ୍ରବେଶ ପଥ ଭାବେ ଦର୍ଶାଯାଉଥିବାରୁ, ଏହି କ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଚଳିତ ବର୍ଷ ଭୁବନେଶ୍ୱରଠାରେ ୨୨ତମ ରିଫାଇନିଂ ଏବଂ ପେଟ୍ରୋକେମିକାଲ୍ସ ବୈଷୟିକ ବୈଠକ (ଆର୍ପିଟିଏମ୍) ଆୟୋଜନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।[{"start":0,"end":6,"label":"state"},{"start":15,"end":19,"label":"location"},{"start":63,"end":77,"label":"person"},{"start":100,"end":109,"label":"location / city"},{"start":114,"end":147,"label":"event"},{"start":161,"end":171,"label":"event"},{"start":176,"end":178,"label":"person"}]
ory_834-s4ଏହି ବୈଠକରେ ଭାରତୀୟ ତୈଳ କ୍ଷେତ୍ରରେ ଥିବା ପ୍ରତିଷ୍ଠିତ ଶକ୍ତି ସଂପାଦନ ପୁରସ୍କାର ମଧ୍ୟ ପ୍ରଦାନ କରାଯିବ ।[{"start":11,"end":29,"label":"industry"}]

Cite this

MITtextCite

Tags

task_categories:token-classificationtask_ids:named-entity-recognitionlanguage:vilanguage:talanguage:orlanguage:sklanguage:aflanguage:cslanguage:galanguage:ptlanguage:solanguage:sllanguage:cylanguage:fylanguage:uklanguage:islanguage:lalanguage:hylanguage:bglanguage:trlanguage:uzlanguage:nllanguage:pslanguage:belanguage:enlanguage:xhlanguage:jvlanguage:hilanguage:mylanguage:brlanguage:urlanguage:srlanguage:zhlanguage:kalanguage:hrlanguage:mllanguage:kmlanguage:telanguage:rulanguage:ar